ରାଜନୀତି
ଓଡିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ – Ibnodisha

[ad_1]
ଭୁବନେଶ୍ୱର : ଭାରତ ଯୋଡ ନ୍ୟାୟ ଯାତ୍ରା ; ଓଡିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ । ରାହୁ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚିତ । ଭୁବନେଶ୍ୱରରେ ଲୋଗୋ ଉନ୍ମୋଚନ ଅବସରରେ ଶରତ ରାଉତଙ୍କ ସୂଚନା । ଯାତ୍ରା ବେଳେ ଓଡିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ । ରାଜ୍ୟର ୪ଟି ଜିଲ୍ଲା ଦେଇ ଯିବ ଭାରତ ଯୋଡ ନ୍ୟାୟ ଯାତ୍ରା । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସଗୁଡା ଦେଇ ଯିବ ।
ହାଇଦ୍ରାବାଦରେ ଚାଞ୍ଚଲ୍ୟ : ମହିଳାଙ୍କୁ ଜିଅନ୍ତା ଜାଳିଦେଲେ
[ad_2]




