ଅପରାଧ

ଜଙ୍ଗଲରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର – Ibnodisha

[ad_1]

ରାଉରକେଲ: ଜଙ୍ଗଲରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । ବ୍ରାହ୍ମଣୀ ତରଙ୍ଗ ଥାନା ଡଲାକୁଦର ଗାଁ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । ମହିଳାଙ୍କ ଶରୀର ଅନେକ ସ୍ଥାନରେ କଟା ଦାଗ ଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ଏବେ ଯାଏଁ ମହିଳାଙ୍କ ପରିଚୟ ଜଣାପଡନାହିଁ, ପୋଲିସର ତଦନ୍ତ ଜାରି ରହିଛି ।

ବିମାନ ଉଡାଣ ବିଳମ୍ବ ହେଲେ ଯାତ୍ରୀଙ୍କୁ ଏହା ମାଧ୍ୟମରେ ଦିଆଯିବ ସୂଚନା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button