ରାଜ୍ୟ

ପ୍ରବଳ କୁହୁଡି ଯୋଗୁଁ ରେଳ ଓ ବିମାନ ଚଳାଚଳ ପ୍ରଭାବିତ – Ibnodisha

[ad_1]

ଭୁବନେଶ୍ୱର: ପ୍ରବଳ ଥଣ୍ଡା ଏବଂ କୁହୁଡି ଯୋଗୁଁ ବିମାନ ଏବଂ ଟ୍ରେନ୍ ଚଳାଚଳରେ ସମସ୍ୟା ଦେଖାଦେଇଛି। ଏହି କାରଣରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତର ଭାରତରେ ଲଗାତାର ଥଣ୍ଡା ଏବଂ କୁହୁଡ଼ି ହେତୁ ଲକ୍ଷ୍ନୌର ଚୌଧରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରର ୧୭ ଟି ବିମାନକୁ ବାତିଲ କରିଦିଆଯାଇଛି।

ଏହା ବ୍ୟତୀତ ୨୪ଟି ବିମାନ ବିଳମ୍ବରେ ଚାଲୁଛି। ଦିଲ୍ଲୀ ବିମାନବନ୍ଦରରୁ ଯାଉଥିବା ପ୍ରାୟ ୩୦ ବିମାନ ବିଳମ୍ବ ହୋଇଛି ଏବଂ ପାଣିପାଗ ଖରାପ ଯୋଗୁଁ ୧୭ ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀକୁ ୩୦ ଟି ଟ୍ରେନ୍ ଘନ କୁହୁଡ଼ି ହେତୁ ବିଳମ୍ବରେ ଚାଲୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button