ଅପରାଧ

ମା’ କୁ ପ୍ରେମ ଜାଲରେ ଫସାଇ ଝିଅ ସହ ଯାହା କଲା ପ୍ରେମିକ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ – Ibnodisha

[ad_1]

ନୂଆଦିଲ୍ଲୀ: ଝିଅକୁ ଛାଡିଲାନି ମାର ଲିଭଇନ୍‌-ପାର୍ଟନର ଯୌନ ଲାଳସାର ଶିକାର ହେଲା ନାବାଳିକା ଝିଅ ଥରେ ନୁହେଁ, ନାବାଳିକା ଜଣକ ଏପରି ବହୁଥର ଯୌନ ରାକ୍ଷସ ଅତ୍ୟାଚାରର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ରାଜଧାନୀ ଦିଲ୍ଲୀରୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା

ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ପୋଲିସ ମାମଲା ରୁଜୁ କରି କହିଛି ଯେ ମହିଳା ଜଣକ ଆଠ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କୁ ଛାଡିଥିଲେ ବିବାହ ପରେ ମହିଳାଙ୍କର ତିନୋଟି ସନ୍ତାନ ଥିଲେ ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ମହିଳା ଜଣକ ଗାଜିଆବାଦ ନିବାସୀ ୨୯ ବର୍ଷିୟ ଅଙ୍କିତ ଯାଦବଙ୍କ ସହ ଲିଭଇନ୍ରେ ରହୁଥିଲେ ଅଙ୍କିତ ଯାଦବ ଜଣେ ପେଶାରେ ଜଣେ ବସ୍ ଡ୍ରାଇଭର। ଗତ ବର୍ଅଷ ଧରି ଏମାନେ ଲିଭ୍ ଇନ୍ ରେ ରହୁଥିଲେ ଏମାନଙ୍କର ଗୋଟିଏ ପୁତ୍ର ସନ୍ତାନ ବି ଅଛି

ସୂଚନା ଥାଉକି, କିଛି ଦିନ ପୂର୍ବେ ଘରେ କେହି ଥିବା ସୁଯୋଗରେ ଅଭିଯୁକ୍ତ ଜଣକ ମହିଳାଙ୍କ ୧୪ ବର୍ଷୀୟା ନାବାଳିକା ଝିଅଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ ଏପରିକି ଏହି ଘଟଣା ବାହାରେ ପ୍ରଘଟ କଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ଧମକ ଦେଇଥିଲେ। ଏହାପରେ ସେ ବହୁ ଥର ନାବାଳିକାଙ୍କୁ ଦୁଷ୍କର୍ମ କରିଛି ଏଥିରେ ଅତିଷ୍ଠ ହୋଇ ନାବାଳିକା ଜଣକ ଏନେଇ ନିଜ ମାଙ୍କୁ ଅବଗତ କରିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ଏନେଇ ପସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button