ରାଜନୀତି

ବିଜୁଙ୍କ ଫଟୋ ବାଦ ଦିଆଯାଇଥିବା ଓଡିଆ ଅସ୍ମିତା ପ୍ରତି କୁଠାରଘାତ :  ଅଜୟ କୁମାର – Ibnodisha

[ad_1]

ଭୁବନେଶ୍ୱର :  ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବିଜେଡି ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କୁ ବାଦ୍ ଦିଆଯାଇଥିବା ଦେଖାଗଲାଣି । ବିଜୁଙ୍କ ଜାଗରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି । କିଛି ଦିନ ପରେ ନବୀନଙ୍କ ଫଟୋ କଢି ପାଣ୍ଡିଆନଙ୍କ ଫଟୋ ରହିବ । ବିକ୍ଷପ ଦଳ ହୋଇଥିଲେ ବି ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ବିଜୁଙ୍କ ଫଟୋ ବାଦ ଦିଆଯାଇଥିବା ଓଡିଆ ଅସ୍ମିତା ପ୍ରତି କୁଠାରଘାତ । ବିଜେଡି ପୋଷ୍ଟରରୁ ବିଜୁ ହଟିବା ଓଡିଆ ଅସ୍ମିତା ଓ ଓଡିଆଙ୍କ ପ୍ରତି ଆଘାତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button