ରାଜ୍ୟ

ବେଆଇନ ଶୁଆ ଚାଲାଣ  – Ibnodisha

[ad_1]

ରାଉରକେଲା: ରାଉରକେଲା ରେ ଶୁଆ ଚାଲାଣ ରେକେଟ ର ପର୍ଦାଫାଶ ରାଉରକେଲା :। ଶୁଆ ଚୋରା ଚାଲାଣରେ କରୁଥିବା ସମୟରେ ଖବର ପାଇ ମାଡି ବସିଲା ରାଉରକେଲା ବନ ବିଭାଗର ସ୍ୱତନ୍ତ୍ର ଟିମ । ଅଭିଯୁକ୍ତ ମାନେ ସରଣ୍ଡା ଜଙ୍ଗଲରୁ ଶୁଆ ଧରି ଆଣି ରାଉରକେଲା ସହରରୁ କଟକ , ଭୁବନେଶ୍ୱର, ଛତିଶଗଡ଼, ରାଇପୁର, ଭଳି ରାଜ୍ୟ ତଥା ରାଜ୍ୟ ବାହାରକୁ ଏହି ଶୁଆ ଚାଲାଣ କରୁଥିଲେ । ରାଉରକେଲା ସହରର ନାନା ରୋଡ଼ ଅଞ୍ଚଳରୁ ଏକ ଘର ଆଣି ସହରରୁ ବିଭିନ୍ନ ଜାଗାକୁ ବସ ଯୋଗେ ଏହି ଚାଲାଣ କରୁଥିଲେ । ଗୋଟିଏ ଶୁଆକୁ ୩ ହଜାର ଟଙ୍କା ମୂଲରେ ବାହାରେ ବ୍ରିକି କରିଆସୁଥିଲେ । ଗତ ୨୧ ତାରିଖ ଦିନ ବାଇକରେ ଏହି ଅଭିଯୁକ୍ତ ମାନେ ସହରରୁ ବସ ଯୋଗେ ବାହାରକୁ ଚାଲାଣ କରିବାର ଯୋଜନା ରହିଥିବା ବେଳେ ରାଉରକେଲା ବନ ବିଭାଗର ଟିମ ସେକ୍ତର ୨ ଅଞ୍ଚଳରୁ ଏହି ଚୋରା ଚାଲାଣକୁ ଠାବ କରାଯାଇଥିଲା ବୋଲି ରାଉରକେଲା ଡ଼ିଏଫ ଓ ସୂଚନା ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button