ରାଜନୀତି

ହାତ ଧରିଲେ ବଳଭଦ୍ର – Ibnodisha

[ad_1]

ଭୁବନେଶ୍ୱର :  କଂଗ୍ରେସରେ ଯୋଗ ଦେଲେ ପୁର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଭବାନୀପାଟନାରେ ଆୟୋଜିତ ସମାବେଶରେ ହାତ ଧରିଲେ । କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତିଙ୍କ ଉପସ୍ଥିତିରେ ସାମିଲ ହେଲେ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର ମାଝୀ ।

ମୟୁରଭଞ୍ଜ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

The post ହାତ ଧରିଲେ ବଳଭଦ୍ର appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button