ରାଜନୀତି

ଚାକିରୀ ଛାଡି ମଇଦାନକୁ ଆସନ୍ତୁ : ଲେଖାଶ୍ରୀ – Ibnodisha

[ad_1]

ଭୁବନେଶ୍ୱର : ଗଞ୍ଜାମ ହାଇଡ୍ରାମାକୁ ନେଇ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା | ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହେଉଛି ବୋଲି କହିଲେ ଲେଖାଶ୍ରୀ | ମୁଖ୍ୟମନ୍ତ୍ରୀ ନିଜ ସଚିବଙ୍କୁ ଚାରିଆଡେ ବୁଲାଇ ପ୍ରହସନ ଚଳାଇଛନ୍ତି | ଏଥିରୁ ଜଣାପଡୁଛି ଓଡ଼ିଶାରେ ଗଣତନ୍ତ୍ରକୁ ଗୁରୁତ୍ଵ ଦେଉନି ବିଜେଡି | ଟିକସଦାତାଙ୍କ ଅର୍ଥ ନଷ୍ଟ କରି ଜଣେ ସଚିବଙ୍କୁ ଓଡିଶା ସାରା ବୁଲାଯାଉଛି | କଲି ସିଧାସଳଖ ଜଣେ ବିଧାୟକଙ୍କ ବିରୋଧରେ କହିଲେ ୫-ଟି ସଚିବ | ଏଥିରୁ ସ୍ପଷ୍ଟ , ରାଜନୈତିକ ଉଦେଶ୍ୟ ରଖି ୫-ଟି ସଚିବ ଏପରି କରୁଛନ୍ତି | ଯଦି ରାଜନୈତିକ ଉଦେଶ୍ୟ ରଖୁଛନ୍ତି ତେବେ ଚାକିରି ଛାଡି ମଇଦାନକୁ ଆସନ୍ତୁ ବୋଲି କହିଲେ ଲେଖାଶ୍ରୀ |

The post ଚାକିରୀ ଛାଡି ମଇଦାନକୁ ଆସନ୍ତୁ : ଲେଖାଶ୍ରୀ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button