ରାଜନୀତି
ରାହୁଲ ଗାନ୍ଧିଙ୍କୁ ଇସି ନୋଟିସ – Ibnodisha

[ad_1]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ । ୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିଦେ୍ର୍ଦଶ । ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ, ଉତ୍ତର ଦେବାକୁ ନିଦେ୍ର୍ଦଶ ।
ନୌବାହିନୀ ପକ୍ଷରୁ ବ୍ରହ୍ମସ୍ର ସଫଳ ପରୀକ୍ଷଣ
[ad_2]




