ରାଜ୍ୟ

ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି – Ibnodisha

[ad_1]

ଭୁବନେଶ୍ୱର: ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସବୁ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି । କେନ୍ଦ୍ର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବାକୁ କହିଲେ ସଚିବ । ଆଣ୍ଟିବାୟୋଟିକ୍ ଲେଖୁଥିଲେ ଲକ୍ଷଣ, କାରଣ, ଯୌକ୍ତିକତା ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଶ୍ଚିମବଙ୍ଗରେ ଆପ୍ ଏକା ଲଢିବ : ଭଗୱନ୍ତ ମାନ୍‌

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button