ଅପରାଧ

ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ! – Ibnodisha

[ad_1]

ଭୁବନେଶ୍ୱର: ସ୍ତ୍ରୀର ଗଳାକାଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ହୋଇଥିବା ସୂଚନା ରହିଛି । ମାଲକାନଗିରି ପଡିଆ ଗାଁରେ ନିଶାସକ୍ତ ସ୍ୱାମୀର ଉନ୍ମୁକ୍ତକାଣ୍ଡ । ବଚସାରୁ ସ୍ତ୍ରୀର ତଣ୍‌ଟି କାଟିବା ପରେ ନିଜ ତଂଟି କାଟିଦେଲା ସ୍ୱାମୀ । ମାଲକାନଗିରି ମେଡିକାଲରେ ଉଭୟଙ୍କୁ ମତ ଘୋଷଣା ।

ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି

The post ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ! appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button