ଅପରାଧ
+୨ ଛାତ୍ରୀଙ୍କୁ ମାରି ଫିଙ୍ଗିଦେଲେ ! – Ibnodisha

[ad_1]

ଢେଙ୍କାନାଳ : +୨ ପ୍ରଥମବର୍ଷ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ସଦର ଥାନା ମଜୁରୀ ଛକ ନିକଟ ବୁଦା ମୂଳରୁ ମୃତଦେହ ଉଦ୍ଧାର । କାଲିଠୁ କୋଚିଂ ସେଣ୍ଟର ଆସି ଘରକୁ ଫେରି ନଥିଲେ ସମ୍ପୃକ୍ତ ଛାତ୍ରୀ । ବହୁ ଖୋଜାଖୋଜି ପରେ ଥାନାରେ ଏତଲା ଦେଇଥିଲେ ପରିବାର ।
ଶ୍ୱଶୁର ଘରୁ ଗର୍ଭବତୀ ବୋହୂର ଝୁଲନ୍ତା ମୃତ ଦେହ ଉଦ୍ଧାର
The post +୨ ଛାତ୍ରୀଙ୍କୁ ମାରି ଫିଙ୍ଗିଦେଲେ ! appeared first on ONA KHABAR.
[ad_2]




