ରାଜ୍ୟ

ହତ୍ୟା ମାମଲାରେ ୩ ଦୋଷୀଙ୍କୁ ଆଜୀବନ ଜେଲ – Ibnodisha

[ad_1]

ଭଦ୍ରକ: ଦୌରା ଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ତିହିଡିର ବହୁଚର୍ଚ୍ଚିତ କାଳିଆ ଓରଫ ପ୍ରସନ୍ନ ହତ୍ୟା ମାମଲାର ଦୋଷୀ ତଥା ପିରାହାଟ ଗ୍ରାମର ନାଳତେଇ ଗ୍ରାମର ଦେବେନ୍ଦ୍ର ପତି, ଇତିଶ୍ରୀ ପତି, ସୁକୁନୁ ଓରଫ ଦେବେନ୍ଦ୍ର ପାଢୀଙ୍କୁ ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ଜରିମାନା ଅନାଦେୟ ପୁଣି ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ସେହିପରି ହତ୍ୟାର ଷଡଯନ୍ତ୍ର ଓ ସହାୟତା କରିଥିବା କାରଣରୁ ଇତିଶ୍ରୀର ଅନ୍ୟ ଦୁଇ ଭାଇ ଦାମୋଦର ପାଢ଼ୀ ଓ ନାରାୟଣ ପାଢୀଙ୍କୁ ୨୦୧ ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଓ ଅନାଦେୟ ପୁଣି ୬ ମାସ ଦଣ୍ଡାଦେଶ ଶୁଣାଇଛନ୍ତି।

ଆଇପିଏସ୍ ସ୍ତରରେ ଅଦଳ ବଦଳ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button