ରାଜନୀତି
୨୯ରେ ଓଡିଶା ଆସିବେ ମଲ୍ଲିକାର୍ଜୁନ ଖଡ୍ଗେ – Ibnodisha

[ad_1]
ଭୁବନେଶ୍ୱର : ୨୯ ତାରିଖରେ ଓଡିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ । ଲୋୟର ପିଏମ୍ଜିରେ ସମାବେଶ, ବ୍ଲକ ଓବୁଥ୍ ସ୍ତରରୁ ଲୋକ ଆସିବେ । ୧୭ଟି ରଜନୈତିକ ଦଳ ପ୍ରତିନିଧିଙ୍କ ସହ ବି ଆଲୋଚନା କରିବେ । ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ରୁଟ୍ ସଂପର୍କର ସମୀକ୍ଷା କରିବେ । ପିସିସି ସଭାପତି ଶରତ ପଟଟନାୟକ ଓ ବରିଷ୍ଠ ନେତା ଜୟଦେବ ଜେନାଙ୍କ ସୂଚନା ।
ସାଲିଆସାହିରେ ଦେଶୀ ମଦ ଭାଟି ଉପରେ ଚଢାଉ
[ad_2]




