ରାଜନୀତି
ଦେଶରେ ସିଏଏ ଲାଗୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ପ୍ରତିକ୍ରିୟା – Ibnodisha
[ad_1]
କୋଲକାତା : ଦେଶରେ ସିଏଏ ଲାଗୁକୁ ନେଇ ମୁଣ୍ଡ ଟେକିଛି ବିବାଦ । ବିରୋଧୀ ଏହି ଆଇନକୁ ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛନ୍ତି । ସିଏଏକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ସିଏଏକୁ ସେ ସ୍ବିକାର କରୁନାହାଁନ୍ତି କି ଆଗକୁ କରିବେନି । ବିଜେପି ଦୁଇ ଆସନରେ ବିଜୟ ହେବାକୁ ସାଧାରଣ ଜନତାଙ୍କୁ ଧୋଖା ଦେଉଛି ।ଏହି ନିୟମ ଭାରତୀୟ ସମ୍ବିଧାନକୁ ଧର୍ମନିରପେକ୍ଷକୁ କ୍ଷତି ପହଞ୍ଚାଉଛି । ଟିଏମସି ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି ସିଏଏକୁ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଯେଉଁ ଲୋକଙ୍କୁ ଫର୍ମ ପୁରଣ କରିବାକୁ କୁହାଯାଇଛି ସେ ସେହି ସମୟରେ ବେଆଇନ୍ ପ୍ରବାସୀ ହୋଇଯିବେ । ତାପରେ ସେମାନଙ୍କ ସମ୍ପତିର କ’ଣ ହେବ । ପ୍ରତାରଣା, ଛଳନା କରି ନାଗରିକଙ୍କ ଅଧିକାରକୁ ଛଡ଼ାଇବା ପାଇଁ ଏକ ପ୍ରୟାସ କରାଯାଉଛି ।
[ad_2]