ରାଜନୀତି

ତାଙ୍କ ଦଳରେ ଏକଛତ୍ରବାଦ ଶାସନ : ନିରଞ୍ଜନ – Ibnodisha

[ad_1]

ଭୁବନେଶ୍ୱର : ଆକ୍ସନ ନେଇ ସୌମ୍ୟଙ୍କ ଭାଇ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା | ସୌମ୍ୟଙ୍କୁ ପଦରୁ କାଢ଼ିବା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର | ଆମ ଦଳରେ ଏମିତ ହୁଏନି ବୋଲି କହିଲେ ନିରଞ୍ଜନ | ଆମର ନିର୍ବାଚିତ ହୋଇ ସଭାପତି , ଉପସଭାପତି ହୁଅନ୍ତି | ତାଙ୍କ ଦଳରେ ଏକଛତ୍ରବାଦ ଶାସନ , ନବୀନ ସର୍ବେସର୍ବା | ସୌମ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲେ , କାଢି ଦେଲେ ବୋଲି କହିଛନ୍ତି ନିରଞ୍ଜନ |

ଦଳରେ ରହି ଦଳ ବିରୋଧରେ କହିବା ଅନୁଚିତ : ମାନସ ମଙ୍ଗରାଜ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button