ରାଜ୍ୟ

ପାହାଡ଼ରୁ ଖସିଲା କାର : ୪ ଗୁରୁତର – Ibnodisha

[ad_1]

ମହେନ୍ଦ୍ରଗିରି : ମହେନ୍ଦ୍ରଗିରି ପର୍ବତ ମାଳାରେ ୪୦ ଫୁଟ ତଳକୁ ଖସି ପଡିଲା କାର। ଏହି ଦୁର୍ଘଟଣାରେ ପିକନିକ କରିବାକୁ ମହେନ୍ଦ୍ରଗିରି ପର୍ବତକୁ ଯାଇଥିବା ୪ ଜଣ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ତେବେ ଦିନକୁ ଶହ ଶହ ଭକ୍ତଙ୍କ ସମାଗମ ମହେନ୍ଦ୍ରଗିରି ପର୍ବତ ମାଳାରେ ଦେଖିବାକୁ ମିଳିଥାଏ। ତେବେ ୪ ଜଣ ବନ୍ଧୁ ଆଜି ମଧ୍ୟ ବ୍ରହ୍ମପୁରରୁ ମହେନ୍ଦ୍ରଗିରି ପର୍ବତ ମାଳାର ବୁଲିବାକୁ ଯାଇ ଫେରିବା ସମୟରେ ଏପରି ଘଟଣା ଘଟିଛି। ତେବେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପାଠଯାଇଛି। ଏହାସହିତ ଆହତ ହୋଇଥିବା ବ୍ୟକ୍ତିମାନେ ବର୍ତ୍ତମନ ସୁସ୍ଥ ଥିବା ସୂଚନ ମିଳୁଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button