ରାଜ୍ୟ

ପୋଲିସଙ୍କୁ ଟାଟୁ ମନା – Ibnodisha

[ad_1]

ଭୁବନେଶ୍ୱର : ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ । ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ଙ୍କ ନିର୍ଦ୍ଦେଶ । ୟୁନିଫର୍ମ ବାହାରେ ଟାଟୁ ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ପେଶାଲ ସିକ୍ୟୁରିଟ ବାଟାଲିୟନ୍‌ରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦ୍ଦେଶ । ୧୫ ଦିନ ମଧ୍ୟରେ ଟାଟୁ ନଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ।

ସରକାର ଲଗାଇଲେ ଏସମା; ଧର୍ମଘଟକୁ ୬ ମାସ ପାଇଁ ନିଷିଦ୍ଧ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button