ରାଜ୍ୟ

ଦୁଇ ଦେଶୀମଦ ବେପାରୀଙ୍କୁ କୋର୍ଟ ଚାଲାଣ – Ibnodisha

[ad_1]

କାମାକ୍ଷାନଗର : ଏହି ଉପଖଣ୍ଡର ଭୁବନ ଥାନା ଅନ୍ତର୍ଗତ ନୂଆ ଭୁବନରୁ ବୃଢେଶ୍ୱର ମନ୍ଦିରକୁ ଯିବା ମୁଖ୍ୟ ରାସ୍ତାରେ ଥିବା ଇନ୍ଦୋର ଷ୍ଟାଡିୟମ୍ ପଛପଟରୁ ଗତ ରାତିରେ ଭୁବନ ଅବକାରୀ ବିଭାଗ ଦେଶୀମଦ ତିଆରି କରିବାକୁ ରଖିଥିବା ୬୦୦ ଲିଟର ସ୍ପିରିଟ୍ ଜବତ କରିବା ସହିତ ଦୁଇ ବେପାରୀ ରମେଶ ମଲ୍ଲିକ ଏବଂ କାଳନ୍ଦୀ ମଲ୍ଲିକଙ୍କୁ ଆଜି କୋର୍ଟ ଚାଲାଣ କରିଛି ଭୁବନ ଅବକାରୀ ବିଭାଗ।

ସୂଚନାରୁ ଜଣା ପଡ଼ିଛି, ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ସୌରଭ ମିଶ୍ର କୌଣସି ସୂତ୍ରରୁ ଖବର ପାଇ ଇଣ୍ଡୋର୍ ଷ୍ଟାଡିୟମ୍ ପଛପଟରେ ଅବକାରୀ ଟିମ୍ ଚଢାଉ କରିଥିବା ବେଳେ ତିନିଗୋଟି ଡ୍ରମରେ ଥିବା ୬୦୦ ଲିଟର ସ୍ପିରିଟକୁ ଜବତ କରିବା ସହିତ ଦୌଡ଼ି କରି ଯାଉଥିବା ଦୁଇଜଣଙ୍କୁ କାବୁ କରିଥିଲେ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button