ରାଜ୍ୟ

କଂଗ୍ରେସର ଛବି ସମ୍ପୂର୍ଣ୍ଣ ଦେଶରେ ମଳିନ ହୋଇଯାଇଛି: ଅପରାଜିତା – Ibnodisha

[ad_1]

ଭୁବନେଶ୍ୱର: କଂଗ୍ରେସକୁ ଟାର୍ଗେଟ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି,  କଂଗ୍ରେସର ଆତ୍ମସମୀକ୍ଷା କରିବାର ସମୟ ଆସିଛି । ଯେତେ ଚାଲନ୍ତୁ, ନ୍ୟାୟ ଯାତ୍ରା କରନ୍ତୁ କି ଓଡିଶା ଆସନ୍ତୁ କିଛି ବି ପ୍ରଭାବ ପଡିବ ନାହିଁ । କଂଗ୍ରେସର ଛବି ସମ୍ପୂର୍ଣ୍ଣ ଦେଶରେ ମଳିନ ହୋଇଯାଇଛି । ୩ ରାଜ୍ୟରେ ବିଜେପିର ବିଜୟ ପରେ କଂଗ୍ରେସର ଅବସ୍ଥା ଖରାପ ରହିଛି ବୋଲି ଗଣମାଧ୍ୟମ ଅଗରେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button