ରାଜ୍ୟ

ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି – Ibnodisha

[ad_1]

କଟକ: କଟକରେ ଥମୁନି ଚୋରି, ଲୁଟପାଟ୍ ଭଳି ଘଟଣା। କଟକ ଦରଖାପାଟଣା ଅଞ୍ଚଳରୁ ପୁଣି ଚୋରି ଅଭିଯୋଗ ହୋଇଛି। ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି ହୋଇଛି। କିଛି ଦୁର୍ବୁତ୍ତ ମଣ୍ଡପ ତାଲା ଭାଙ୍ଗି ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଚୋରି କରିନେଇଛନ୍ତି।  ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।  ସୋମବାର ସକାଳେ ସ୍ଥାନୀୟ ଲୋକ ତାଲା ଭଙ୍ଗା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button