IBN ଓଡ଼ିଶା ବ୍ୟୁରୋ

ଚଉଠି ରାତିରେ ସ୍ୱାମୀକୁ ଛାଡି ପଳେଇଲା ସ୍ତ୍ରୀ ଆଉ ତା ପରେ ଯାହା ହେଲା ଜାଣିଲେ ମୁଣ୍ଡ ଘୁରେଇ ଦେବ

ବାହାଘର ପରଦିନ ଘରୁ ଫେରାର ହୋଇଗଲା ବୋହୂ ହାତରୁ ଛାଡ଼ିନଥିଲା ମେହେନ୍ଦି ପାଦରୁ ଲିଭିନଥିଲା ଅଳତା କିନ୍ତୁ ବାହାହେବା ପରଦିନ ଘରୁ ଫେରାର ହୋଇ ସ୍ୱାମୀର କାଟିଦେଲା ଚିତା | ଖାଲି ଆପଣନୁହନ୍ତି ଯିଏବି ଶୁଣୁଛି ସିଏ ଆଶ୍ଚର୍ଯ୍ୟ | ଦର୍ଶକବନ୍ଧୁ ପ୍ରଥମେ ବାହାହେଲା ତାପରେ ଶଶୁର ଘରୁ ଏମିତି କିଛି କାଣ୍ଡ କରି ଫେରାର ହୋଇଗଲା ନାବବଧୂ | ଆଉ ଶେଷରେ ସ୍ତ୍ରୀକୁ ଖୋଜି ଖୋଜି ନୟାନ୍ତ ହେଲା ସ୍ୱାମୀ ଦର୍ଶକବନ୍ଧୁ ଟିକେ ଭଲକରି ଦେଖନ୍ତୁ ଏହି ନବବଧୂକୁ ଯିଏ ବାହାହୋଇସାରି ଏମିତି କିଛି କାଣ୍ଡ କରିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ |

ଆପଣ ବାହାହେବା ଆଗରୁ 100ଥର ଝିଅ ଓ ପରିବାର ଲୋକଙ୍କ ବିଷୟରେ ଭାବିବେ କାରଣ ଏହି ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଏମିତି ଏକ ଶୈତାନି ବୁଦ୍ଧିଥିବା ନବବଧୂର କଥା ଯିଏକି ବାହାହେବା ପରଦିନ ଶଶୁର ଘର ନାଁ ପକେଇଦେଇଛି | ତେବେ ଏତିକିନୁହେଁ ବାହାହୋଇ ଫେରାର ମାରିଥିବା ଝିଅକୁ ପରିବାର ଲୋକେ ମଧ୍ୟ ସହଯୋଗ କରିଛନ୍ତି | ତେବେ ଦର୍ଶକବନ୍ଧୁ ଆପଣମାନେ ଦେଖୁଥିବା ଏହି ନବବଧୂର ନାମ ହେଉଛି ନିଶା ଯିଏକି ହେମନ୍ତ ନାମକ ଜଣେ ଯୁବକକୁ ବାହାହୋଇଥିଲା |

ସୂଚନା ଅନୁସାରେ ହେମନ୍ତର ବାପା ନିଜ ପୁଅ ପାଇଁ ଝିଅ ଖୋଜାଖୋଜି କରିଥିଲେ ସେ ଅନବାର ନାମକ ଜଣେ ମଧ୍ୟସ୍ଥିସହିତ କଥାବାର୍ତା କରିଥିଲେ ଆଉ ତାପରେ ସେହି ମଧ୍ୟସ୍ଥି ଏହି ନିଶା ନାମକ ଯୁବତୀଙ୍କୁ ଦେଖାଇଥିଲା ଆଉ ତାପରେ ପରିବାର ସନ୍ନମତିରେ ବାହାଘର ଭଲରେ ଭଲରେ ହୋଇଥିଲା କିନ୍ତୁ ବାହାଘର ସରୁସରୁ ନିଶାର ମା ହେମନ୍ତର ବାପାଙ୍କୁ 2ଲକ୍ଷ ଟଙ୍କା ମାଗିଥିଲେ |

ନିଜ ସ୍ୱାମୀର ଚିକତ୍ସା କରିବାପାଇଁ ଆଉ ହେମନ୍ତର ବାପା ମଧ୍ୟ ନିଶାର ମାଆକୁ 2ଲକ୍ଷ ଟଙ୍କା ଦେଇଥିଲେ | ତାପରେ ନିଶା ବିଦାହୋଇ ଶାଶୂଘରକୁ ଆସିଥିଲା ଆଉ ଯେତେବେଳେ ଶାଶୂଘର ଲୋକେ ଶୋଇପଡ଼ିଥିଲେ ସେତେବେଳେ ନଗତ 30 ହଜାର ଟଙ୍କା ସହ ସବୁ ସୁନାଗହଣା ଧରି ଫେରାର ହୋଇଗଲା ଏହି ନବବଧୂ |

Related Articles

Leave a Reply

Your email address will not be published. Required fields are marked *

Back to top button