IBN ଓଡ଼ିଶା ଏକ୍ସକ୍ଲୁସିଭ୍

Malika Bachana : କଳିଯୁଗ ଶେଷ ହେବା ପାଖେଇ ଆସିଲା ମାଡ଼ି ଆସିଲା ମହାବିପଦ,କଳିଯୁଗର ଅନ୍ତ ଏହିପରି ହେବ

ନମସ୍କାର ବନ୍ଧୁଗଣ କୋରୋନା କଣ କଳିଯୁଗର ଅନ୍ତ ଅଟେ ନା କୋରୋନା କଳିଯୁଗର ଅନ୍ତ ଵିଲକୁଲ୍ ନୁହେଁ। କିନ୍ତୁ କୋରୋନା ସେହି ଶିକ୍ଷା ଅଟେ ଯାହା ପ୍ରକୃତିର ନଷ୍ଟ କରିବା ଦ୍ୱାରା ଈଶ୍ୱରଙ୍କ ଦ୍ଵାରା ଆମକୁ ସଙ୍କେତ ଦିଆଯାଇଛି ଏବଂ ଏହା ଏକ ଏମିତି ମହାମାରୀ ଅଟେ ଯାହା ପ୍ରତ୍ୟେକ ୧୦୦ ବର୍ଷରେ ଗୋଟିଏ ଥର ଆସିଥାଏ ଯେମିତି ୧୭୨୦ ରେ ପ୍ଲେଗ୍ ମହାମାରୀ ଆସିଥିଲା, ତାପରେ ୧୮୨୦ ରେ ହଇଜା ପୁଣି ୧୯୨୦ ରେ ଫ୍ଲୁ ଏବଂ ପୂର୍ବ ବର୍ଷ ୨୦୨୦ ରେ କୋରୋନା ଯାହାର ଆଜି ପର୍ଯ୍ୟନ୍ତ ବି କାୟା ବିସ୍ତାର ଚାଲିଛି କିନ୍ତୁ ଯଦି ଏହା କଳିଯୁଗର ଅନ୍ତ ନୁହେଁ ତେବେ କେବେ ହେବ ଏହି କଳିଯୁଗର ଅନ୍ତ ଚାଲନ୍ତୁ ଜାଣିବା ଆଜି ଏହି ବିଷୟରେ |

କେତେ ରହିଗଲା କଳିଯୁଗ :- କଳିଯୁଗର ଆରମ୍ଭ ୩୧୦୨ ରେ ହୋଇଥିଲା ଏବଂ ଏହାର କୁଳଅବଧି ୪ ଲକ୍ଷ ୩୨ ହଜାର ବର୍ଷ ଅଟେ ଯେଉଁଥିରୁ ଏବେ କେବଳ ୫ ହଜାର ୧୨୩ ବର୍ଷ ହିଁ ବିତିଯାଇଛି | କଳିଯୁଗର ଶେଷ ହେବାରେ ଏବେ ୪ ଲକ୍ଷ ୨୬ ହଜାର ୮୭୭ ବର୍ଷ ବାକି ଅଛି। କଣ ଅଟେ କଳିଯୁଗର, କଳିଯୁଗର ମାନେ କଳାଯୁଗ କଳି ଏବଂ କ୍ଳେଶର ଯୁଗ। ଯେଉଁ ଯୁଗରେ ସମସ୍ତଙ୍କ ମନରେ ଅସନ୍ତୋଷ ରହିଥାଏ, ମାନସିକ ରୋଗରେ ଆକ୍ରାନ୍ତ ରହିଥାଏ ଏହି ଯୁଗ ହିଁ କଳିଯୁଗ ଅଟେ | ଏହି ଯୁଗରେ ଧର୍ମର କେବଳ ଏକ ଚତୁର୍ଥାଅଂଶ ହିଁ ରହିଯାଇଛି ଶ୍ରୀମଦ୍ ଭାଗବତ ପୁରାଣ ଓ ଭବିଷ୍ୟ ପୁରାଣ ଅନୁସାରେ କଳିଯୁଗର ଅନ୍ତରେ ଭଗଵାନ କଳ୍କୀଙ୍କ ଅବତାର ହେବ |

ଯେଉଁ ସମୟରେ କଳ୍କୀଙ୍କ ଅବତାର ହେବ ସେହି ସମୟରେ ମନୁଷ୍ୟଙ୍କ ଆୟୁ କେବଳ ୨୦ ବର୍ଷ ରହିଯିବ | ୫ ବର୍ଷ ବୟସରେ ସ୍ତ୍ରୀ ଗର୍ଭବତୀ ହେବାକୁ ଲାଗିବ ୧୬ ବର୍ଷରେ ଲୋକ ବୃଦ୍ଧ ହୋଇଯିବେ ଏବଂ ୨୦ ବର୍ଷ ଆୟୁରେ ଲୋକ ମୃ-ତ୍ୟୁକୁ ପ୍ରାପ୍ତ ହୋଇଯିବେ ଏବଂ ମନୁଷ୍ୟଙ୍କ ଶରୀର ଛୋଟ ହୋଇଯିବ | କଳିଯୁଗର ଅନ୍ତରେ ଅନ୍ନ ଅଣ୍ଟିବ ନାହିଁ, ଫଳ ମିଳିବ ନାହିଁ ଲୋକମାନେ ମାଛ, ମାଂସ ଖାଇବେ | ମେଣ୍ଢା, ଛେଳିର କ୍ଷୀର ପିଇବେ ଗାଈମାନଙ୍କୁ ଦେଖିବା ବନ୍ଦ୍ ହୋଇଯିବ ଯଦି ବି ଥିବେ ସେମାନେ ଛେଳି ସମାନର ରହିଥିବେ ଏବଂ ସେମାନେ କ୍ଷୀର ଦେବା ବନ୍ଦ୍ କରିଦେବେ ଗଛରେ ଫଳ ମଧ୍ୟ ଫଳିବନି |

କେମିତି ହେବ ସ୍ତ୍ରୀମାନଙ୍କ ସ୍ଵଭାବ :- କଳିଯୁଗର ଅନ୍ତରେ ସ୍ତ୍ରୀମାନେ କଠୋର ଏବଂ କଡ଼ା ଶବ୍ଦ କହିବେ ସେମାନେ ପତିବ୍ରତା ଧର୍ମ ଭୁଲିଯିବେ। ପତିଙ୍କ ଆଜ୍ଞା ମାନିବେ ନାହିଁ। ଯାହା ପାଖରେ ଧନ ଥିବ କେବଳ ସେମାନଙ୍କ ପାଖରେ ହିଁ ସ୍ତ୍ରେ ଥିବ ମନୁଷ୍ୟର ସ୍ଵଭାବ ଗଧ ପରି ହୋଇଯିବ | କଳିଯୁଗରେ ପୁତ୍ର ପିତାର ଏବଂ ପିତା ପୁତ୍ରର ବଦ୍ଧ କରିବାକୁ ପଛାଇବା ନାହିଁ। ନିଜର ପ୍ରଶଂସା ପାଇଁ ଲୋକମାନେ ବଡ଼ ବଡ଼ କଥା କହିବେ କିନ୍ତୁ ସମାଜରେ ସେମାନଙ୍କ ନିନ୍ଦା ହେବ | କଳିଯୁଗର ଅନ୍ତରୁ ଲୋକେ ଶାସ୍ତ୍ରରୁ ବିମୁଖ ହୋଇଯିବେ କେବଳ ଅନୈତିକ କାର୍ଯ୍ୟ ହିଁ ଲୋକଙ୍କୁ ପସନ୍ଦ ଆସିବ | ଖରାପ କଥା ଏବଂ ଖରାପ ଶବ୍ଦର ହିଁ ବ୍ୟବହାର କରାଯିବ | ସ୍ତ୍ରୀ ଏବଂ ପୁରୁଷ ଦୁଇଜଣ ହିଁ ଅଧର୍ମୀ ହୋଇଯିବେ କଳିଯୁଗର ଅନ୍ତରେ ବୋହୁତ ସମୟ ଶୁଖିଲା ରହିବା ପରେ ବୋହୁତ ଅଧିକ ବର୍ଷା ହେବ | ଯାହାଦ୍ଵାରା ଚାରିଆଡ଼େ ପାଣି ହିଁ ପାଣି ହୋଇଯିବ ଏବଂ ସମସ୍ତ ପୃଥିବୀ ଉପରେ କେବଳ ପାଣି ରହିବ ଏବଂ ଏହିପରି ମନୁଷ୍ୟର ଅନ୍ତ ହୋଇଯିବ | ତେବେ କଳିଯୁଗର ଅନ୍ତ ହେବାରେ ବୋହୁତ ସମୟ ବାକି ଅଛି କୋରୋନା କଳିଯୁଗର ଅନ୍ତ ନୁହେଁ କିନ୍ତୁ ଏହା ଏକ ସଙ୍କେତ ନିଶ୍ଚିତ ଅଟେ କି ଯେବେ ଯେବେ ଆମେ ପୃକୃତିର ନଷ୍ଟ କରିବା ସେବେ ଯାଏଁ ଆମକୁ ଏମିତି ମହାମାରୀ ଦେଖିବାକୁ ମିଳିବ |

ibn-odisha

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button