IBN ଓଡ଼ିଶା ବ୍ୟୁରୋ

ମନ୍ଦିର ଭିତରୁ ବାହାକୁ ପଡ଼ିଛି ନାଲି ଅଳତାର ପାଦ ଚିହ୍ନ… ଲୋକେ ଦେଖି ଆଶ୍ଚର୍ଯ୍ୟ ,ପ୍ରକୃତ ଘଟଣା ଜାଣିଲେ ରୁମ ଟାଙ୍କୁରୀ ଉଠିବ

ନମସ୍କାର ବନ୍ଧୁଗଣ ମନ୍ଦିର ଭିତରେ ଏହି ପାଦଚିହ୍ନ କାହାର ମନ୍ଦିର ଭିତରୁ ବାହାରକୁ ପଡ଼ିଛି କାହାର ପାଦଚିହ୍ନ ରକ୍ତନାଲି ଅଳତାରେ ପାଦଚିହ୍ନ ରହିଛି ଏହି ପାଦଚିହ୍ନ ପୁରା ରକ୍ତନାଲି ଅଳତାର ଚିହ୍ନ ଏହି ପାଦ ଚିହ୍ନକୁ ଦେଖିଲେ ଏମିତି ଲାଗୁଛି ଯେମିତି ମନ୍ଦିର ଭିତରେ ମା ବାହାରକୁ ଚାଲି ଆସିଛନ୍ତି ଏହି ପାଦ ଚିହ୍ନକୁ ଦେଖି ରାତିରେ ମା ଭ୍ରମଣ କରିବାକୁ ଯାଇଥିବା କଥା ଏବେ ଚର୍ଚ୍ଚା ହେଉଛି ଭ୍ରମଣ ପାଇଁ ଯାଉଥିବାରୁ ପାଦ ଚିହ୍ନ ପଡ଼ିଛି ବୋଲି ଲୋକେ କହୁଛନ୍ତି |

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳର ଗିରିଙ୍ଗବାଡ଼ି ଗାଁରେ ସକାଳୁ ସକାଳୁ ଗାଁ ଲୋକ ଦେଖିଥିଲେ କି ମନ୍ଦିର ଭିତରୁ ମାଆଙ୍କର ପାଦ ଚିହ୍ନ ବାହାରକୁ ପଡ଼ିଛି ତାହା ପୁଣି ପୁରା ଲାଲ୍ ରଙ୍ଗର ଅଳତାର ପାଦ ଚିହ୍ନ ପରି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ଦକ୍ଷିଣକାଳୀ ମନ୍ଦିରରେ ମାଙ୍କ ପାଦ ଚିହ୍ନ ଦେଖିବାକୁ ଲୋକେ ଭିଡ ଲଗାଇଛନ୍ତି |

ଗତକାଲି ମନ୍ଦିର ପୂଜକ ମନ୍ଦିରର ନିତୀକାନ୍ତି ସାରି ମନ୍ଦିର ବନ୍ଦ୍ କରି ଘରକୁ ଫେରିଥିଲେ ଆଉ ପ୍ରତିଦିନ ଭଳି ଗୁରୁବାର ସକାଳୁ ସକାଳୁ ପୂଜା କରିବା ପାଇଁ ମନ୍ଦିରରେ ଆସି ପହଞ୍ଚିଥିଲେ ଆଉ ମନ୍ଦିର ଗେଟ୍ ଖୋଲୁ ଖୋଲୁ ଯାହା ଦେଖିଥିଲେ ତାହା ସେ ବିଶ୍ୱାସ କରିପାରୁ ନଥିଲେ କାରଣ ସେ ଦେଖିଥିଲେ ଅଳତା ବୋଳା ପାଦ ଚିହ୍ନ ମନ୍ଦିର ଭିତରୁ ବାହାରକୁ ପଡ଼ିଛି ଯେମିତିକି ମନ୍ଦିର ଭିତରୁ ରାତିରେ ମା ବାହାରକୁ ଚାଲି ଆସିଛନ୍ତି ଆଉ ଏହାକୁ ନେଇ ସେ ଗାଁ ଲୋକଙ୍କୁ ଜଣାଇଥିଲେ ଯାହାପରେ ମନ୍ଦିରକୁ ପାଦ ଚିହ୍ନ ଦେଖିବା ପାଇଁ ଲୋକଙ୍କର ସୁଅ ଛୁଟିଥିଲା |

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button