ଦେଶ

ପେଟିଏମ୍‌କୁ ବଡ ଝଟ୍‌କା – Ibnodisha

[ad_1]

ନୂଆଦିଲ୍ଲୀ : ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କଟକଣା । ଆଉ ପେଟିଏମ୍‌ରେ ଯୋଡି ହଇ ପାରିବେନି ନୂଆ ଗ୍ରାହକ । ଫେବ୍ରୁଆରୀ ୨୯ ପରଠାରୁ ପେଟିଏମ୍‌ରେ ହୋଇପାରିବନି ଡିପୋଜିଟ୍ । ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ବୋଇପାରିବ । ନିୟମ ଅନୁପାଳନ କରୁନଥିବାରୁ ଆରବିଆଇର କଡା କାର୍ଯ୍ୟାନୁଷ୍ଠାନ ।

ଜ୍ଞାନବ୍ୟାପୀ ମମଲା : ହିନ୍ଦୁଙ୍କୁ ପୂଜା ଅନୁମତି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button