ଅପରାଧ

ସ୍କୁଲରୁ ନିଖୋଜ ହେଲେ ୨ ଛାତ୍ରୀ – Ibnodisha

[ad_1]

 ଭୁବନେଶ୍ୱର : ଗତକାଲି ରାଜଧାନୀ ଭୁବନେଶ୍ୱରରେ ଘଟିଛି ଗୋଟେ ଦୁଃଖଦ ଘଟଣା । ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଘାଟିକିଆ ପ୍ରାଥମିକ ସ୍କୁଲକୁ ଗତକାଲି ୨ ଛାତ୍ରୀ ପାଠପଢିବା ପାଇଁ ଯାଇଥିଲେ । ସ୍କୁଲ ଛୁଟି ହେବାପରେ ୨ ଛାତ୍ରୀ ଘରକୁ ଫେରି ନ ଥିଲେ । ପରେ ପରିବାର ଲୋକ ସ୍କୁଲ ପରିସର ଓ ଶ୍ରେଣୀ ଗୃହ ଖୋଜାଖୋଜି କରିଥିଲେ । କିନ୍ତୁ ୨ ଛାତ୍ରୀଙ୍କର କୌଣସି ଖବର ମିଳିନଥିଲା । ପରେ ଜଣେ ଛାତ୍ରୀଙ୍କ ମାଆ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏ ପର୍ଯ୍ୟନ୍ତ ସେମାନଙ୍କର କୌଣସି ବି ଖବର ମିଳିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button