ରାଜ୍ୟ

ପଦ୍ମଶ୍ରୀ ସମ୍ମାନିତ ଅଭିନେତା ସାଧୁ ମେହେରଙ୍କ ପରଲୋକ – Ibnodisha

[ad_1]

ଭୁବନେଶ୍ୱର : ବରିଷ୍ଠ ଚଳଚିତ୍ର ଅଭିନେତା ସାଧୁ ମେହେରଙ୍କ ପରଲୋକ । ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ ଘଟିଛି । ପରଲୋକ ନେଇ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସୂଚନା । ହିନ୍ଦୀ ଓ ଓଡିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ । ଅଙ୍କୁର, ମୃଗୟା, ଭୁବନ ସୋମ୍ , ମନ୍ଥନରେ ସାଧୁଙ୍କ ନିଖୁଣ ଅଭିନୟର ଛାପ ଦେଖିବାକୁ ମିଳିଥିଲା ।

ଜନବସତି ମୁଁହା ହେଉଛନ୍ତି ବନ୍ୟଜନ୍ତୁ ; ବଢିଚାଲିଛି ହାତୀ ଆତଙ୍କ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button