ରାଜ୍ୟ

ବଜେଟରେ ପୂର୍ବତଟ ରେଲୱେକୁ ୧୧,୪୯୫ କୋଟିର ଅନୁଦାନ – Ibnodisha

[ad_1]

ଭୁବନେଶ୍ୱର : ବଜେଟରେ  ପୂର୍ବତଟ ରେଲକୁ ୧୧,୪୯୫ କୋଟିର ଅନୁଦାନ । ଖୋର୍ଦ୍ଧା-ବଲାଙ୍ଗୀର ରଳ ଲାଇନ୍ ପାଇଁ ୧୩୫୦ କୋଟି । ତାଳଚେର-ବିମଳାଗଡ ପାଇଁ ୫୦୦ କୋଟିର ଅନୁଦାନ । ଜୟପୁର-ମାଲକାନଗିରି ରେଳ ଲାଇନ୍ ପାଇଁ ୨୩୦ କୋଟି । ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୨୩୫ କୋଟି । ଜନଜାତୀୟ ଗୌରବ କରିଡର ପାଇଁ ୩୦୦ କୋଟି । ତାଳଚେର -ଅନୁଗୁଳ ୱାଇ କନେକ୍ସନ ପାଇଁ ୧୦୮ କୋଟି । ବାଂଶପାଣି-ଦୈତରୀ-ଟମକା-ଯଖପୁରା ପାଇଁ ୧୦୦ କୋଟି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button