ଦେଶ

ଇରାକ ଏବଂ ସିରିଆ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ – Ibnodisha

[ad_1]

ନୂଆଦିଲ୍ଲୀ : ଇରାକ ଏବଂ ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକ୍ଇ । ରାକ ଏବଂ ସିରିଆରେ ଇରାନ ପୋଷ୍ଟ ଉପରେ ଆମେରିକା ଅନେକଗୁଡ଼ିଏ ଏୟାର ଷ୍ଟ୍ରାଇକ୍ କରିଛି। ​​ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସୁଛି। ତେବେ ଆମେରିକା ଏବଂ ଇରାନ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ଗତ ସପ୍ତାହରେ ଜୋର୍ଡାନରେ ଡ୍ରୋନ୍ ଆକ୍ରମଣରେ ତିନି ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ଆମେରିକା ପ୍ରତିଶୋଧ ପରାୟଣ ହୋଇ ଏହି ପଦକ୍ଷେପ ନେଇଛି। ଏହି ଆକ୍ରମଣ ସମ୍ପର୍କରେ ଆମେରିକା ପୂର୍ବରୁ ଏକ ଚେତାବନୀ ଜାରି କରିସାରିଥିଲା, ଯଦିଓ ଏହି ଆକ୍ରମଣ କେବେ ଓ କେଉଁଠାରେ ହେବ ସେ ସମ୍ପର୍କରେ କୌଣସି ସୂଚନା ଦେଇନଥିଲା। ଏହି ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ବିଷୟରେ ସୂଚନା ସାମ୍ନାକୁ ଆସିଛି।ଗତ ରବିବାର ଦିନ ଜୋର୍ଡାନରେ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ୱାଶିଂଟନ୍ ଇରାନ ସୈନିକମାନଙ୍କୁ ଦାୟୀ କରିଥିଲା ​​ଏବଂ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button