ରାଜ୍ୟ

କୋରେଇ ବ୍ଲକ ରେ ଶିଶୁ ଅଧିକାର ଶିଶୁ ସୁରକ୍ଷା ସଂପର୍କ ରେ କର୍ମଶାଳା – Ibnodisha

[ad_1]

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ରେ ଶିଶୁ ଅଧିକାର ଶିଶୁ ସୁରକ୍ଷା ସଂପର୍କ ରେ ରେଆଲୋଚନା କାକ୍ର ଅନୁଷ୍ଠିତହୋଇ ଥିଲା l ଏହି ଆଲୋଚନା ଚକ୍ରରେ ବ୍ଲକ ର ଅଧ୍ୟକ୍ଷା ଜୟନ୍ତୀ ଦଳାଇ ଅଧ୍ୟକ୍ଷତା କରି ଥିଲେ l ଏହି କାର୍ଯ୍ୟକ୍ରମ କୋରେଇ ବ୍ଲକ ସିଡିପିଓ ସଙ୍କୁନ୍ତଳl ନାୟକ ପରିଚାଳନା କରି ଥିଲେ l ବିଷୟ ବିଶାରଦ ଭାବ ରେ ପ୍ରଶାନ୍ତ କୁମାର ପାଲଟା ସିଂ ଯୋଗ ଦେଇ ଶିଶୁ ଅଧିକାର ସୁରକ୍ଷା ସଂପର୍କ ରେ ସରକାରଙ୍କ ଯୋଜନା ଓ ଆଇନ ଗତ ସଂପର୍କ ରେ ବିଶଦ ଭାବ ରେ ଆଲୋଚନା କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟ ଡି ସିପିଓ ନିରଜନ କର ତପନ କୁମାର ପଣ୍ଡା କାଳନ୍ଦୀ ସାହୁ ଏବି ଇ ଓ କଳ୍ପନା ମହାନ୍ତି ଭାଇସ ଚେୟାର ମାନ ପ୍ରଫୁଲ୍ଲ ଦାସ ଓ ବିଭନ୍ନ ଅଧିକାରୀ ଯୋଗ ଦେଇ ଶିଶୁ ଅଧିକାର ସୁରକ୍ଷା ସଂପର୍କ ବିଷୟରେ ଉପଦେୟତା ସଂପର୍କ ରେ ଅବଗତ କରି ଥିଲେ l ବ୍ଲକ ସରପଞ୍ଚ ଆ ଇ ସି ଡି ଏସ ସୁପର ଭାଇଜସ୍ଵlସ୍ଥ କର୍ମୀ ଅଙ୍ଗୱାଡି କର୍ମୀ ଯୋଗ ଦେଇ ଥିଲେ ବ୍ଲକ ରେ ଶିଶୁ ସୁରେକ୍ଷା କମିଟି ଗଠନ ପାଇଁ ନିଷ୍ପତି ନିଆଯାଇଥିଲା l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button