ରାଜ୍ୟ

୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା କଲା ବିଜେପି – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।

ଲୋକସଭା ପ୍ରଭାରୀ ସଂଯୋଜକ
୧. ବରଗଡ ସବିତା ନନ୍ଦ ସୁରେଶ୍ୱର ଶତପଥୀ
୨. ସୁନ୍ଦରଗଡ ଦିନେଶ ଜୈନ ବଟକିଶୋର ମିଶ୍ର
୩. ସମ୍ବଲପୁର ମୁକ୍ତା ସାହୁ ଗିରିଶ ପଟେଲ
୪. କେନ୍ଦୁଝର ସଞ୍ଜୀବ ମହାନ୍ତି ସୁକଦେବ ମହାନ୍ତ
୫. ମୟୂରଭଞ୍ଜ ଲମ୍ବୋଧର ନାୟକ ବିଭୂତି ଭୂଷଣ ମହାନ୍ତ
୬. ବାଲେଶ୍ୱର ଆଶୁତୋଷ ପରିଡା ଶୁଭଙ୍କର ମହାପାତ୍ର
୭. ଭଦ୍ରକ ବୈଦ୍ୟନାଥ ଚାଟାର୍ଜୀ ଇଶ୍ୱର ଚନ୍ଦ୍ର ବେହେରା
୮. ଯାଜପୁର ସିପ୍ରା ବାଜପେୟୀ ବିକ୍ରମ ବିଶ୍ୱାଳ
୯. ଢ଼େଙ୍କାନାଳ ଗୋଲକ ପ୍ରସାଦ ମହାପାତ୍ର ପ୍ରେମାନନ୍ଦ ଜେନା
୧୦. ବଲାଙ୍ଗିର ଭବେନ୍ଦ୍ର ପଣ୍ଡା ଦିନେଶ ଶର୍ମା
୧୧. କଳାହାଣ୍ଡି ରମେଶ ଚନ୍ଦ୍ର ସାହୁ ଶିବପ୍ରସାଦ ମୁଣ୍ଡ୍‌
ଗୋଦାବରିଶ ପାତ୍ର
(ସହସଂଯୋଜକ)
୧୨. ନବରଙ୍ଗପୁର ମନିଜର ଆର୍ଯ୍ୟ ରାମେଶ୍ୱର ଜେନା
୧୩. କନ୍ଧମାଳ ନିରଞ୍ଜନ ମିଶ୍ର ପଦ୍ମଚରଣ ଦାସ
୧୪. କଟକ ପ୍ରତାପ କୁମାର ମିଶ୍ର ସୁକାନ୍ତ ବିଶ୍ୱାଳ
୧୫. କେନ୍ଦ୍ରାପଡା ବିନୋଦ ଦାସ ସୁନାକର ବେହେରା
ସତ୍ୟବାଦୀ ଚଇନି
(ସହସଂଯୋଜକ)
୧୬. ଜଗତସିଂହପୁର ପବିତ୍ର ମୋହନ ଦାଶ ଓମ୍‌ପ୍ରକାଶ ରାୟ
୧୭. ପୁରୀ ଅମୀୟ ଦାଶ ଶଙ୍କର୍ଷଣ ପରିଡା
୧୮. ଭୁବନେଶ୍ୱର ଜୀବନ ସାହୁ ବିଦ୍ୟୁତ କାଣ୍ଡି
୧୯. ଆସ୍କା ଅଜୟ ମିଶ୍ର ଯଜ୍ଞ ନାରାୟଣ ଦାସ
୨୦. ବ୍ରହ୍ମପୁର ଅଶୋକ କୁମାର ମିଶ୍ର ସରୋଜ ସାବତ
୨୧. କୋରାପୁଟ ଗୋବିନ୍ଦ ଜୈନ ତ୍ରିନାଥ ପଣ୍ଡା

(ବିଜେପି ମିଡିଆ ସେଲ୍‌)

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button