IBN ଓଡ଼ିଶା ବ୍ୟୁରୋ

ଆଜିର ଏହି ପୋଷ୍ଟରେ ୧୦ଟି ଅନୁଚିନ୍ତା ବିଷୟରେ ଆଲୋଚନା କରିବା। ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ

ଆଜିର ଏହି ପୋଷ୍ଟଟିରେ ଆମେ ୧୦ଟି ଅନୁଚିନ୍ତା ବିଷୟରେ କହିବୁ । ଯାହାକି ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ । ତେବେ ଏଥିପାଇଁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

୧) ମୂର୍ଖ ଲୋକଙ୍କୁ ଉପଦେଶ ଦେଲେ, ଦୁଷ୍ଟ ସ୍ତ୍ରୀଙ୍କୁ ଭରଣ ପୋଷଣ କଲେ ପଣ୍ଡିତ ମଧ୍ୟ ବିଶାଗଗ୍ରସ୍ତ ହୁଅନ୍ତି। ପଥରେ ଗଲା ସମୟରେ ଅପରିଚିତା ନାରୀଙ୍କ ଡାକ ଶୁଣନ୍ତୁ ନାହିଁ। ଯଦି ବିପଦରେ ଥାଏ ତେବେ ସାହାର୍ଯ୍ୟ କରନ୍ତୁ।

୨) ସ୍ବାମି ଏବଂ ସ୍ତ୍ରୀ ମଧ୍ୟରେ ମନମାଳିନ୍ୟ ଦୂର କରିବା ପାଇଁ ଦୁଇଟି ମୟୁରପୁଚ୍ଛକୁ ବିବାହ ଫୋଟ ସହିତ ଏକାଠି ରଖିବା ଉଚିତ।

୩) ପିଣ୍ଡଦାନ ବା ଶ୍ରାଦ୍ଧ ଦିନ ମିଛ କହିବେ ନାହିଁ, ପାନ ଖାଇବେ ନାହିଁ ନଦୀ ପାର ହେବେ ନାହିଁ, ଅନ୍ୟ କାହା ଘରେ ଭୋଜନ କରିବେ ନାହିଁ ଦିନରେ ଥରେ ଭୋଜନ କରିବେ। ଏହା ଦ୍ୱାରା ପିତୃପୁରୁଷ ମାନେ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି।

୪) ଗାଧୋଇବା ଘରେ ନଖ କିମ୍ବା ଦାଢ଼ି କାଟନ୍ତୁ ନାହିଁ।

Google

୫) ତୁଳସୀ ଗଛ ଶୁଖିଗଲେ ଅଶୁଭ ଲକ୍ଷଣ ହୋଇଥାଏ। ତୁଳସୀ ଗଛର ବୃଦ୍ଧି ହେଲେ ଶୁଭ ଲକ୍ଷଣ ହୋଇଥାଏ।

୬) ସୋମବାର ଦିନ ଗୋରୁ ଗାଈ ବିକ୍ରି କରନ୍ତୁ ନାହିଁ। ମଙ୍ଗଳବାର ଯାନ ବାହାନ ବିକ୍ରି କରନ୍ତୁ ନାହିଁ। ଗୁରୁବାର ଜମି ବିକ୍ରି କରନ୍ତୁ ନାହିଁ।

୭) ରବିବାର ଦିନ ପାନ ଖାଇବେ, ସୋମବାର ଦର୍ପଣ ଦେଖିବେ, ମଙ୍ଗଳବାର ମିଠା ଖାଇବେ, ବୁଧବାର ପାନ ମଧୁରୀ ଖାଇବେ, ଗୁରୁବାର ତୁଳସୀ ପତ୍ର ଖାଇବେ, ଶୁକ୍ରବାର ଖସା, ଶନିବାର ଅଦା ଖାଇବେ ଏହିସବୁ ପାନ କରିଲେ ଯାତ୍ରା ପୂର୍ବରୁ ଯାତ୍ରା ଶୁଭ ହୋଇଥାଏ।

୮) ମହୁ ସହିତ ଦହି ବର୍ଷା ଦିନରେ ଦହି ଏବଂ ଭୋଜନ ଶେଷରେ ଦହି କେବେବି ଖାଆନ୍ତୁ ନାହିଁ।

Google

୯) ଅସଲି ମହୁ ଚିହ୍ନିବାର ଉପାୟ। ସାଧା କାଗଜରେ ରଖିଲେ ଛପା ହୁଏ ନାହିଁ। ସଳିତାରେ ଲଗେଇ ଜାଳିଲେ ଚଡ଼ଚଡ଼ ନହୋଇ ଜଳିବ। ଲ୍ ଆଖିରେ ଲଗେଇଲେ ଆଖି ଜଳିବ ନାହିଁ, ପଡ଼ିବ ନାହିଁ, କୁକୁରକୁ ଦେଲେ ସେ ଖାଇବ ନାହିଁ।

୧୦) କଣ କଲେ ଲେମ୍ବୁ ରସ ସହିତ ଗୋଲାପ ଜଳ ମିଶାଇ ପ୍ରତ୍ୟକ ଦିନ ସକାଳ ଏବଂ ସନ୍ଧ୍ୟାରେ ପାଟି କୁଳୁ କୁଳୁ କରିବା ଦ୍ୱାରା ପାଟି ଦୁର୍ଗନ୍ଧ ରୋଗରୁ ମୁକ୍ତି ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button