ରାଜନୀତି

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ – Ibnodisha

[ad_1]

ଭୁବନେଶ୍ୱର : ୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ କାର୍ଯ୍ୟର ରିପୋର୍ଟ କାର୍ଡ । ୫ ବର୍ଷରେ ୫୦ଟି ମୁଖ୍ୟ ବିକାଶ କାର୍ଯ୍ୟର ବିବରଣୀ ଦେଲେ । ୮୮ ପ୍ରତିଶତ ଜନଶୁଣାଣି ଅଭିଯୋଗରସମାଧାନ ହୋଇଛି କହିଲେ । ସଂସଦୀୟ କ୍ଷେତ୍ରରେ ସୌରଚାଳିତ ଆଲୋକୀରଣ ବ୍ୟବସ୍ଥା । ଜଟଣୀ ଠାରେ ରେଳ ଓଭରବ୍ରିଜ ସ୍ଥାପନ ହୋଇଛି । ମେଣ୍ଢାଶାଳରେ ଅବରୋଧ ହଟାଇ ୩୦୦ ଏକର ଜମିକୁ ଜଳେଯାଗାଣ ବ୍ୟବସ୍ଥା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button