ରାଜ୍ୟ
ଦେଢ କୋଟି ଲୁଟିଥିଲେ ଲୁଟେରା , ୬୪ ଲକ୍ଷ ମିଳିଲା – Ibnodisha

[ad_1]
କଟକ : ତିଗିରିଆରେ ଏଟିଏମ ଭ୍ୟାନ୍ରୁ ଦେଢ କୋଟି ଲୁଟ୍ ଘଟଣା । ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ । ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ, ୨ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର । ଏଟିଏମ ଗାଡିର ୨ କର୍ମଚାରୀ ଲୁଟ୍ ଯୋଜନା କରି ସୁପାରି ଦେଇଥିଲେ । ପ୍ରେସମିଟ୍ରେ ଗ୍ରାମାଞ୍ଚଳ ଏସ୍ପି ମିହିର କୁମାର ପଣ୍ଡାଙ୍କ ସୂଚନା । ଗତବର୍ଷ ନଭେମ୍ବରରେ ବନ୍ଧୁକ ମୁନରେ ଲୁଟ୍ କରିଥିଲେ ଦୁର୍ବୃତ୍ତ ।
ସାଙ୍ଗକୁ ପିଟି ପିଟି ମାରିଦେଲା ସାଙ୍ଗ
[ad_2]