ଅପରାଧ

ଭାଉଜ ସହ ମିଶି ସାନଭାଇକୁ ହତ୍ୟାକଲା ବଡ଼ଭାଇ – Ibnodisha

[ad_1]

ବାଲେଶ୍ୱର: ବାପରେ ବାପ କି ନାଟକ । ଏମିତି କଳାକାରଙ୍କ ଆଗରେ ବଡ଼ ବଡ଼ ଆକ୍‌ଟର ବି ଫେଲ ମାରିଯିବେ । ଦେଖୁ ନାହାଁନ୍ତି ଭାଉଜ ଜରଙ୍କ କେମିିତ କାନ୍ଦୁୀଛନ୍ତି ତାଙ୍କୁ ଦେଖିଲେ କେହି କହିବେ ଏ ହେଉଊଛନ୍ତି ସେହି ଭଦ୍ର ମହିଳା ଯିଏ ନିଜ ସ୍ୱାମୀ ସହ ସୁପାରୀ କିଲର ଜରିଆରେ ଦିଅରକୁ ରାତାରାତି ମାରିଦେଇ , ଜଙ୍ଗଲ ଭିତରେ ରକ୍ତ ଚପଲ ଆଉ ବାିକ୍ ଛାଡି ଦେଇ ଏଠି ଆସି ଦିଅରକୁ ଖୋଜିବାର ନାଟକ କରୁଛନ୍ତି ।

କାନ୍ଦି ମାଟିରେ ଲୋଯି ଯାଉଥିଲେ ମୋ ଦିଅର କୁଆଡେ… ବୋଲି ଦିଅରକୁ ମନେ ପକାଇ ଚେତାଶୂନ୍ୟ ବି ହୋଇ ଯାଉଥିଲେ । ଯେଉଁ ଆପଣମାନେ ଆଗରୁ ଦେଖଥିଲେ ମଧ୍ୟ । ଏହା ପଛରେ ମୂଳ କାରଣ ଥବଲା ଦିଅରକୁ ସ୍ୱାମୀ ସ୍ତ୍ରୀ ମାରିବା ପରେ ତାଙ୍କୁ କେହି ଯେମିତି ସନ୍ଦେହ ନକରନ୍ତୁ ସେଥିପାଇଁ ଭାଉଜ ଏପଟି ଆସି ହତୃା କରିଥିବା ସୌତାନରେ ଦିଅରକୁ ଖୋଜୁଥିବା ବେଳେ ସେପଟେ ଭାଇକୁ ମାରି ସାନ ଭାଇ ନିଖୋଜ ଅଛି ବୋଲି ଥାନାରେ ଅଭିଯୋଗ କରିଥିଲା ବଡ଼ ଭାଇ ବିଜୟ ରାଉତ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button