ରାଜନୀତି

ଆମେ କାହାକୁ ସମର୍ଥନ ମାଗିନୁ : ମନମୋହନ ସାମଲ – Ibnodisha

[ad_1]

ଭୁବନେଶ୍ୱର : ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମେ କାହାକୁ ସମର୍ଥନ ମାଗିନାହୁଁ କହିଲେ ମନମୋହନ । ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ । ସେମାନେ କାହିଁକି ସମର୍ଥନ ଦେଲେ ସେମାନଙ୍କୁ ପଚାରନ୍ତୁ । ମେଣ୍ଟ ସମ୍ଭାବନାକୁ ସଫା ମନା କଲେ ମନମୋହନ । ମେଣ୍ଟ ଆଦୌ ହେବନି, ଆମେ ଏକାକୀ ଲଢିବୁ, ସରକାର କରିବୁ । କଂଗ୍ରେସର କଟାକ୍ଷକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । କଂଗ୍ରେସ ସାର୍ଟିଫିକେଟରେ ଆମେ ବଞ୍ôଚନାହୁଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button