ରାଜନୀତି

ଗୁଜୁରାଟରେ ରାଜ୍ୟସଭା ପ୍ରାର୍ଥୀ ଜେ.ପି ନଡ୍ଡା – Ibnodisha

[ad_1]

nadda

ଗୁଜୁରାଟ : ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଗୁଜୁରାଟରୁ ପ୍ରାର୍ଥୀ ହେବେ ବିଜେପି ସଭାପତି ଜେ.ପି ନଡ୍ଡା । ମହାରଷ୍ଟ୍ରରୁ ପ୍ରାର୍ଥୀ ହେବେ ଅଶୋକ ଚୌହ୍ୱାନ । ପଅରିଦିନ କଂଗ୍ରେସ ଛାଡି କାଲି ବିଜେପିରେ ମିଶିଥିଲେ ଅଶୋକ ।

ପିଲା ଚୋରି ସନ୍ଦେହରୁ ପିଟି ପିଟି କିନ୍ନରଙ୍କ ଜୀବନ ନେଲେ ଲୋକେ

The post ଗୁଜୁରାଟରେ ରାଜ୍ୟସଭା ପ୍ରାର୍ଥୀ ଜେ.ପି ନଡ୍ଡା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button