IBN ଓଡ଼ିଶା ବ୍ୟୁରୋ

ଶନିବାର ଦିନ କେଉଁ କାର୍ଯ୍ୟ କରିବା ଦ୍ଵାରା ଜୀବନରେ ଆସେ ଦୁଃଖ ଓ ଦୁର୍ଦ୍ଦଶା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବାର ସହିତ କୌଣସି ନା କୌଣସି ଭଗବାନଙ୍କର ସମ୍ବଦ୍ଧ ରହିଥାଏ । ଯେପରି ଶନିବାରକୁ ଭଗବାନ ଶନିର ବାର ବୋଲି କୁହାଯାଇ ଥାଏ । ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା । ଭଗବାନ ନ୍ୟାୟରେ ଚାଲୁଥିବା ଲୋକଙ୍କ ଉପରେ ସଦା ସର୍ବଦା ଶୁଭ ଦ୍ରୁଷ୍ଟି ପକାଇଥାନ୍ତି । ଯେଉଁ ମାନେ ଅନ୍ୟାୟ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ।

ସେମାନଙ୍କୁ ଭଗବାନ ଶନିଙ୍କର କ୍ରୋଦ୍ଧର ଶିକାର ହେବା ପାଇଁ ପଡିଥାଏ । ତେଣୁ ଆଜି ଶନିବାର କେଉଁ କାର୍ଯ୍ୟ  କରିବା ଅଶୁଭ ସେହି ବିଷୟରେ ଆଲୋଚନା କରିବା । ଶନିବାର ଦିନ କୌଣସି ବ୍ୟକ୍ତି ମେଡିକାଲ ଯାଇ ଡାକ୍ତରଙ୍କ ଦ୍ଵାରା ନିଜର କୌଣସି ରୋଗ ବେମାରୀ ପାଇଁ ଅସ୍ତ୍ରୋପଚାର ବା କୌଣସି ମେଜର ଅପରେସନ କାର୍ଯ୍ୟ କରିବା ଅନୁଚିତ ।

ବା ଯଦି କୌଣସି ପ୍ରକାର କ୍ରନିକ ଡିଜିଜ ଅର୍ଥାତ ଏପରି କିଛି ରୋଗ ବେମାରୀ ହୋଇଛି । ଯେଉଁ ବେମାରୀ ପାଇଁ ଆପଣଙ୍କୁ ଏବେ କିଛି ଦିନ ପାଇଁ ମେଡ଼ିସିନ ଖାଇବାର ହେଉଛି । ତେବେ ସେହି ଦିନ ଆପଣ ଶନିବାର ଦିନ ଠାରୁ ଆରମ୍ଭ କରିବେ ନାହିଁ । କାରଣ କଥାରେ ଅଛି । ଶନିବାର ଯଦି କୌଣସି କାର୍ଯ୍ୟ କରିଥାନ୍ତି ।

ତେବେ ତାହାର ପ୍ରଭାବ ବହୁତ ଦିନ ପର୍ଯ୍ୟନ୍ତ ବ୍ୟକ୍ତିର ଉପରେ ପଡିରହିଥାଏ । ଯଦି ସେହି ଦିନ ଠାରୁ ମେଡ଼ିସିନ ଖାଇବା ଆରମ୍ଭ କରିବେ । ତେବେ ବହୁତ ଦିନ ପର୍ଯ୍ୟନ୍ତ ମେଡିସିନର ସେବନ କରିବାକୁ ପଡିଥାଏ । ଯଦି ସେହି ଦିନରେ ବଡ କିଛି ଅପରେସନ ନିଜର କରାଇଲେ । ତେବେ ଏହିପରି ବହୁତ କିଛି ବଡ ବଡ  ସ୍ଵାସ୍ଥ ଜନିତ ସମସ୍ଯା ଆଗାମୀ ସମୟରେ ମଧ୍ୟ ହେବାର ସମ୍ଭାବନା ବଢିଯାଇଥାଏ ।

ଶନିବାର ଦିନ ବାହାରେ ଖାଇବା ଅନୁଚିତ । ଖାସ୍ କରି କାହା ଘର ଶନିବାର ଦିନ ଖାଇବା ଉଚିତ ନୁହେଁ । ଯଦି ଦରକାର ପଡିଥାଏ । ତେବେ ହୋଟେଲରେ ଖାଇପାରିବେ କିନ୍ତୁ ନିଜ ଘର ଛଡା ଅନ୍ୟ କାହା ଘରେ ଖାଇବା ଉଚିତ ନୁହେଁ । ଶନିବାର ଦିନ କାହାଠାରୁ ଟଙ୍କା ଆଣିବା କିମ୍ବା ଦେବା ଉଚିତ ନୁହେଁ ।

କାରଣ ଶନିବାର ଦିନ କାହା ଠାରୁ ଟଙ୍କା କରଜରେ ଆଣିବା କିମ୍ବା କାହାକୁ ଟଙ୍କା କରଜ ରୂପରେ ଦେବା ଅନୁଚିତ । ଏପରି କରିବା ବ୍ୟକ୍ତିର ବହୁତ ସମୟ ପର୍ଯ୍ୟନ୍ତ ଅର୍ଥ ଜନିତ ସମସ୍ଯା ଲାଗିରହିଥାଏ । ତେଣୁ ଟଙ୍କା ନେଣଦେଣ କାର୍ଯ୍ୟରୁ ଶନିବାର ଦିନ ବ୍ୟକ୍ତି ନିଜ ଠାରୁ ଦୂରରେ ରଖିବା ଉଚିତ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଭଲ ଲାଗିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button