ଖେଳ

ଆଜିଠାରୁ ଆରମ୍ଭ ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ – Ibnodisha

[ad_1]

ନୂଆଦିଲ୍ଲୀ : ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ରାଜକୋଟରେ ସକାଳ ୯ଟା ୩୦ରୁ ଆରମ୍ଭ ହୋଇଯାଇଛି ମ୍ଯାଚ୍ । ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଛି ଭାରତ । ଏଥିପାଇଁ ସମସ୍ତ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ବିଜେୟୀ ହେବ ପାଇଁ ଉଭୟ ଦଳ ପ୍ରୟାସ କରିବେ। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ । ମ୍ୟାଚରେ ଭେଟେରାନ ସ୍ପିନର ଆର୍ ଅଶ୍ୱିନଙ୍କ ପାଖରେ ବଡ଼ ମାଇଲଖୁଂଟ ଛୁଇଁବାର ସୁଯୋଗ ରହିଛି । ତେବେ ତୃତୀୟ ଟେଷ୍ଟ ମ୍ୟାଚ ଜିତି ଭାରତ ଏହି ସିରିଜରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button