IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମାତ୍ର ୧୦ଦିନ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ଖାଆନ୍ତୁ ଜୀରା, ଏହାର ପ୍ରଭାବ ଦେଖି ବିଶ୍ବାସ ହେବନି

ଆଜି ଆମେ ଏମିତି ଗୋଟେ ମସଲା ବିଷୟ ରେ ଜାଣିବା ଯାହା ସମସ୍ତଙ୍କ ଘର ଉପଲବ୍ଧ ଅଟେ । ଏହାକୁ ମାତ୍ର ୧୦ଦିନ ଖାଇବା ପରେ ଏହାର ପ୍ରଭାବ ଦେଖି ପାରିବେ ଆପଣ ।

ଜିରା ଖାଇବା ର ଲାଭ :

–      ଜିରା ଖାଇଲେ ପାଚନତନ୍ତ୍ର ଭଲ ହୋଇଥାଏ ସେଥିପାଇଁ ପେଟ ସମସ୍ୟା କମ ହୋଇଥାଏ ।

–      ଏସିଡିଟି ଏବଂ କବ୍ଜ ରୁ ମୁକ୍ତି ଦେଇ ଥାଏ ।

–      ମୁହଁ ରେ ବାହାରୁଥିବା ପିମ୍ପଲ ଓ ଅଲଗା ଜିନିଷ କୁ କମ କରିଥାଏ ।

 

–      ଜିରା ରେ ଭିଟାମିନ E ହୋଇଥାଏ ଯାହା ତ୍ଵଚା କୁ ସ୍ଵସ୍ଥ ରଖିବା ପାଇଁ ସହକାରୀ ହୋଇଥାଏ ।

–      ଜିରା ଗୁଡ ସହ ମିଶେଇକି ଖାଇଲେ ମେଲେରିଆ ରେ ଲାଭ ମିଳି ଥାଏ ।

–      ଡାଇବେଟିଜ କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଗୋଟେ ଛୋଟ ଚାମଚ ଜିରା ସବୁ ଦିନ ଖାଆନ୍ତୁ ।

–      ଦହି ସହ ଭଜା ଜିରା ମିସସାଇକି ଖାଇଲେ ଡାଇରିୟା ରେ କାମ କରି ଥାଏ ।

–      ଟିକେ କଞ୍ଚା ଜିରା ଖାଇଲେ ଏସିଡିଟି ରୁ ତୁରନ୍ତ ଆରାମ ମିଳି ଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button