ଅପରାଧ

ଗୁଳି ମାଡ କରି ସୁନା ଦୋକାନରୁ ଲୁଟ୍‌ – Ibnodisha

[ad_1]

ସମ୍ବଲପୁର : ଗୁଳି ମାଡ କରି ସୁନା ଦୋକାନରୁ ଲୁଟ୍ , ଜଣେ ଗୁରୁତର । ଧନୁପାଲୀ ଥାନା ଗୋବିନ୍ଦପଲା ଦୋକାନରେ ପଶି ଗୁଳି ମାଡ । କେତେ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି ଅସ୍ପଷ୍ଟ । ଗୁରୁତର ଅବସ୍ଥାରେ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସର ଛାନଭିନ୍ ଜାରି ରହିଛି ।

୫ଟି ଦେଶୀ ବନ୍ଧୁକ ଜବତ : ୫ ଅଭିଯୁକ୍ତ ଗିରଫ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button