ରାଜ୍ୟ
ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ – Ibnodisha

[ad_1]
ଭଞ୍ଜନଗର : ଖଲିପତ୍ର ତୋଳିବାବେଳେ ମହିଳାଙ୍କୁ ଗୁଳି ମାଡ ହୋଇଛି । ଭଞ୍ଜନଗର ଥାନା ବେଡିଗୋବା ଗାଁ ନିକଟରେ ଜଙ୍ଗଲରେ ଗୁଳିମାଡ ହୋଇଛି । ମହିଳାଙ୍କ ପେଟରେ ଗୁଳି ବାଜିଛି ,ଗୁରୁତର ମହିଳାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଶିକାରୀମାନେ ମହିଳାଙ୍କୁ ଗୁଳିମାଡ କରିଥିବା ସନ୍ଦେହ କରାଯାଉଛି ।
ଗ୍ରୁପ ଲୋନ୍ ନେଇ ମା’ ଫେରାର; ୩ ଶିଶୁଙ୍କୁ ମାରି ଜୀବନ ହାରିବାକୁ ବାପାର ଉଦ୍ୟମ !
The post ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ appeared first on ONA KHABAR.
[ad_2]