ରାଜନୀତି

୧୦୦ ଦିନର ଟାର୍ଗେଟ ଦେଇଛନ୍ତି ମୋଦି : ବିଶେଶ୍ୱର ଟୁଡୁ – Ibnodisha

[ad_1]

ଭୁବନେଶ୍ୱର : ୨ ଦିନିଆ ରଷ୍ଟ୍ରୀୟ ଅଧିବେଶନ ସାରି ଦିଲ୍ଲୀରୁ ଫେରିଲେ ବିଜେପି ନେତା । ଦିଲ୍ଲୀରୁ ଫେରିଲା ପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପ୍ରତିକ୍ରିୟା । ମୋଦି ୧୦୦ ଦିନର ଟାର୍ଗେଟ ଦେଇଛନ୍ତ କହିଲେ । ଲାଭାର୍ଥୀଙ୍କ ସହ ରହି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବେ କର୍ମକର୍ତ୍ତା । ମୋଦିଙ୍କ ବାର୍ତ୍ତା ସହ ବିଭିନ୍ନ ଯୋଜନା ବାବଦରେ ଲୋକଙ୍କୁ ଜଣାଇବେ । ବୁଥ ଚାଲ, ଗାଁ ଚାଲ ଅଭଇଯାନ ଆଦି ନେଇ ଲୋକଙଅକ ପାଖକୁ ଯିବ ବିଜେପି । ସବୁ ରାଜ୍ୟରେ ଅଲଗା ରାଜନୈତିକ ପରିସ୍ଥିତି, ତାକୁ ନେଇ ସ୍ୱତନ୍ତ୍ର ପ୍ଲାନ ହେବ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button