ଅପରାଧ

ଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗ ; ଦୋକାନୀ ଗିରଫ – Ibnodisha

[ad_1]

ବ୍ରହ୍ମପୁର : ଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗରେ ବ୍ରହ୍ମପୁରର ଗଞ୍ଜାମ ଗେଲେକ୍ସିରେ ନାମକ ଏକ ଦୋକାନରେ ମିଲିଟାରୀ ଗୁଇନ୍ଦା ଓ ପୋଲିସର ମିଳିତ ଚଢ଼ାଉ । ୪୮୮ ମିଟର ଯୁଦ୍ଧ ପୋଷାକ ଜବତ । ଦୋକାନ ମାଲିକଙ୍କ ବିରୋଧରେ ପୋଲିସ ରୁଜୁ କଲା ଅପରାଧିକ ମାମଲା । ଏହି ପୋଷାକ କୋଲକତାରୁ ଦୋକାନୀ ଆଣୁଥିବା ବେଳେ ତାହା ଲୁଆନାରୁ କୋଲକତାକୁ ଆସୁଥିଲା। ଜବତ ହୋଇଥିବା ପୋଷାକର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା। ଏହି ପୋଷାକ ତିଆରି ହେଉଥିବା ସ୍ଥାନ ଓ କେଉଁ ପରିସ୍ଥିତିରେ ବିକ୍ରି ହେଉଥିଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖୁଛି I ସୂଚନା ଦେଲେ ବ୍ରହ୍ମପୁର ଏସପି ଡ଼ା ଶ୍ରବଣ ବିବେକ ଏମ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button