ରାଜ୍ୟ

ଘରେ ପଶି ହାଣିଲେ ଦୁର୍ବୃତ୍ତ – Ibnodisha

[ad_1]

ଜଗତସିଂହପୁର : ଘରେ ପଶୀ ମା , ପୁଅ ,ବୋହୂୁକୁ ହାଣିଲେ ଦୁର୍ବୃତ୍ତ । ବାଲିକୁଦା ଥାନା ଓଗରପୁରରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ  ।  ଘଟଣାରେ ମାଆଙ୍କର ମୁତ୍ୟୁ ହୋଇଥିବା ବେଳେ ପୁଅ ବୋହୁଙ୍କୁ ଗୁରୁତର ଭାବେ କଟକ ମେମଡିକାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହାର କାରଣ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଁଛି ତଦନ୍ତ ଜାରୀ ରଖିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button