ରାଜ୍ୟ

ନିଶାଡିର ଦୌରାମ୍ୟ – Ibnodisha

[ad_1]

ଭୁବନେଶ୍ୱର : ଭୁବନେଶ୍ୱର ରସୁଲଗଡ ଛକରେ ଜଣେ ନିଶାଡିର ଦୌରାମ୍ୟ । ବାଇକରେ ଯାଉଥିବା ୨ ଯୁବତୀଙ୍କୁ ଅଟକାଇ ନିଶାଡି ଜଣଙ୍କ ଅସଦାଚରଣ କରିଥିଲା । ବିରୋଧ କରୁଥିବା ଲୋକଙ୍କୁ ଗୋଡାଇ ଆକ୍ରମଣ କରୁଥିଲା । ନିଜ ପାଖେ ଲୁଚାଇ ରଖିଥିବା କଇଞ୍ôଚରେ ଆକ୍ରମଣ କରି ଭୟଭୀତ କରୁଥଲା ନିଶାଡି । କିଛି ଲୋକ ଏକାଠି ହୋଇ କାବୁ କରି ନିଶାଡିକୁ ପୋଲିସକୁ ଦେଇଥିଲେ । ତେବେ ରାଜଧାନୀ ଛାତି ଉପରେ ଏପରି କାଣ୍ଡ ସିସିଟିଭିରେ କଏଦ ହୋଇଛି ।  ସିସିଟିଭି ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button