ରାଜ୍ୟ

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]

ସୁନ୍ଦରଗଡ଼: ସଦର ଥାନା କୁଣ୍ଡୁକେଲା ଶିବ ମନ୍ଦିର ପାଖ ବରଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗାଁର ଶ୍ରୀବତ୍ସ ଖଣ୍ଡାଙ୍କ ପୁଅ ପ୍ରକାଶ ଖଣ୍ଡା (୪୦)। ସକାଳୁ ଲୋକେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଯୁବକ ନିଜେ ଜୀବନ ହାରିଛନ୍ତି ନା କେହି ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇ ନାହିଁ।

ପିକନିକ୍‌ ବସ୍‌ ଦୁର୍ଘଟଣା; ୧୦ ଗୁରୁତର

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button