ରାଜ୍ୟ

ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର – Ibnodisha

[ad_1]

ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଲାଗିଲା ଏସ୍‌ମା । ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର । ଏସ୍‌ମା ଆଗାମୀ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ବିଜ୍ଞପ୍ତି । ବିଭିନ୍ନ ଦାବିରେ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ ।

ଭିଜିଲାନ୍ସ ହାତରେ ରାଜସ୍ବ ସହାୟକ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button