ଦେଶ

ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡରେ ସମ୍ମାନିତ ହେଲେ ଶାହରୁଖ-ରାଣୀ – Ibnodisha

[ad_1]

ମୁମ୍ବାଇ: ମଙ୍ଗଳବାର ରାତିରେ ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୪(ଡିପିଆଇଏଫଏଫ)ର ସମାରୋହ ଅନୁଷ୍ଠିତ ହୋଇଥିଲା। ବଲିଉଡର ସମସ୍ତ ବଡ଼ ବଡ଼ ତାରକାଙ୍କ ଉପସ୍ଥିତିରେ ଏହି ଚମତ୍କାର ସନ୍ଧ୍ୟାରେ ସେହି ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିଲା ଯାହା ଗତ ବର୍ଷ ମୁକ୍ତିଲାଭ କରିଥିଲା ​। ୨୦୨୩ମସିହାରେ ତିନୋଟି ବଡ ହିଟ୍ ଚଳଚ୍ଚିତ୍ର ସହିତ ବଡ଼ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିବା ଶାହାରୁଖ ଖାନଙ୍କୁ ‌ଶ୍ରେଷ୍ଠ ଅଭିନେତା ଭା‌ବେ ସମ୍ମାନିତ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button