ରାଜ୍ୟ
ପାଣିରେ ବୁଡି ଭାଇଭଉଣୀ ମୃତ – Ibnodisha

[ad_1]
ଜୟପୁର : ନଦୀରେ ବୁଡି ଯାଇ ଛୋଟ ଭଇଭଉଣୀ ମୃତ । ମୃତକ ବୋରିଗୁମା ଥାନା ଅଞ୍ଚଳା ପଞ୍ଚାୟତ ବିରାହାଣ୍ଡି ଗାଁର । ନଦୀକୁ ସୌଚ ହେବାକୁ ଯାଇଥିଲା ବେଳେ ପାଣିରେ ବୁଡିଗଲେ । ଉଭୟ ୫ ବର୍ଷର ହୋଇଥିବା ବେଳେ ଦୁଇ ଭାଇକଙ୍କର ପୁଅ,ଝିଅ ବୋଲି ସୂଚନା ।
ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ସୋଆ ଆଇନ୍ ଛାତ୍ରଛାତ୍ରୀ ବିଜୟୀ
The post ପାଣିରେ ବୁଡି ଭାଇଭଉଣୀ ମୃତ appeared first on ONA KHABAR.
[ad_2]